Headlines 3 pm | 7 Dec 2022 | Argus News
+ ବିଧାୟକଙ୍କ ଗାଡିକୁ ଅଣ୍ଡାମାଡ଼
+ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି
+ ଆରମ୍ଭ ହେଲା ସଂସଦର ଶୀତ ଅଧିବେଶନ
+ଦିଲ୍ଲୀ MCD ନିର୍ବାଚନରେ ଆପର ବାଜିମାତ୍
+ଇଡି ଖୋଲିବ କି ନାଗଫାସର ଗୁମର
+ଗଞ୍ଜାମ ଦିଗପହଣ୍ଡି ଡେଙ୍ଗାଉସ୍ତା ଛଣମେରିରେ ଅଘଟଣ
#ArgusNews #Headlines #OdishaNews #Odisha