Headlines 6 PM
+ କିଛି ଦିନର ବ୍ୟବଧାନ ପରେ କଟକରୁ ପୁଣି ନକଲି ସାମଗ୍ରୀ ଜବତ
+ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପାଇଁ ଆଡ଼ମିଶନ ପ୍ରକ୍ରିୟା
+ ସଟଡାଉନରେ ଦୋକାନ ଖୋଲିଥିବାରୁ ବିଏମସିର ଆକ୍ସନ୍
+ ବସ୍ତିରେ ବଢୁଛି ଅପରାଧ
+ ଫେଲ୍ ମାରିଲା ବିଏମସିର ଇ-ୱେଷ୍ଟ ସଂଗ୍ରହ ଅଭିଯାନ
+ ଅଧାରେ ଅଟକିଛି ଶିଶୁ ପତ୍ରିକା ‘ଶିଶୁଲେଖା’ର ଭାଗ୍ୟ
+ ବୟସ ମାତ୍ର ସାଢେ 4 ବର୍ଷ
#ArgusNews #Odisha #Headlines6PM