#ଦିଲୀପ_ତିର୍କୀ_ହେଲେ_ହକି_ଇଣ୍ଡିଆ_ସଭାପତି
ପ୍ରଥମ ଓଡ଼ିଆ ଭାବେ ହକି ଇଣ୍ଡିଆ ସଭାପତି ହେଲେ ଦିଲୀପ। ହକି ଇଣ୍ଡିଆ ସଭାପତି ହେବା ପରେ ଦିଲୀପଙ୍କ ପ୍ରଥମ ପ୍ରତିକ୍ରିୟା। ‘ଦେଶରେ ହକିକୁ ନୂଆ ଶିଖରରେ ପହଞ୍ଚାଇବାକୁ ମୁଁ ପ୍ରତିବଦ୍ଧ’...।
#HockeyIndia #DilipTirkey #President #Odisha #ArgusNews