ଲୁଟ୍-ଲୁଟ୍-ମହାଲୁଟ୍
ଧର୍ମଶାଳାରେ ଖୋଳିଲେ-ଲୁଟିଲେ-ବିକିଦେଲେ
ପ୍ରଣବଙ୍କ ରଙ୍ଗା-ଗଙ୍ଗା ଲୁଟିନେଲେ କୋଟି କୋଟିର କଳାପଥର । ସିଙ୍ଗଲ ଟେଣ୍ଡରେ ପ୍ରଣବଙ୍କ ଖାସଙ୍କୁ ପାହାଡ ଲିଜ୍ ଦେଇଦେଲା ପ୍ରଶାସନ । ଅର୍ଗସ ହାତରେ କଳାକାହଣୀର ଏକ୍ସକ୍ଲୁସିଭ୍ ଦସ୍ତାବିଜ୍ ।
#blackstone #illegalmining #exclusivedocument #miningloot #Jajpur #Odisha #ArgusNews