#ଏବେ_ବି_ବିଜେଡିରେ_କି_ବାହୁବଳୀ ?
#ପ୍ରଶାନ୍ତ_ଜଗଦେବ_ବିଜେଡିରୁ_ହୋଇଛନ୍ତି_କି_ବହିଷ୍କୃତ ?
କାହିଁକି ବାଚଷ୍ପତିଙ୍କୁ ଜଣାଇନାହିଁ ବିଜୁ ଜନତା ଦଳ । ନା ବରିଷ୍ଠ ସାଂସଦ ପିନାକୀ ମିଶ୍ର ଭୁଆଁ ବୁଲାଇଛନ୍ତି ଓଡ଼ିଶାବାସୀଙ୍କୁ । ଦଳରେ ପ୍ରଶାନ୍ତଙ୍କୁ ରଖିବା ପାଇଁ ବହିଷ୍କାର ନାଟକ କି ? ଡ୍ୟାମେଜ କଣ୍ଟ୍ରୋଲ ପାଇଁ ସାମ୍ନାକୁ ଆସିଲେ ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର । କହିଲେ ବିଜେଡିର ସମ୍ବିଧାନ ଅନୁସାରେ ଦଳକୁ ବହିଷ୍କୃତ ହୋଇସାରିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ ।
#prasantjagadev #Expelled #BJD #pinakimishra #Odisha #ArgusNews