#କଣ_ଏମିତି_ବି_ପ୍ରେମ_ହୁଏ
#ନା_କହିପାରନ୍ତି_ମନର_କଥା
#ତଥାପି_ଭଲ_ପାଆନ୍ତି_ପ୍ରେମ_କରନ୍ତି
କେବେ ଦେଖିନଥିବେ ଏମିତି ପ୍ରେମ କାହାଣୀ... ନୀରବତା ଭିତରେ ବି ଏଠି ପ୍ରେମର ଉଚ୍ଚାରଣ ଶୁଭେ... ମୁହଁ ବଦଳରେ ମନ ବଖାଣିଦିଏ ଅଭିମାନ ଅଭିଯୋଗ ...ପ୍ରେମ ପାଇଁ ବୟସର ମାପ ନାହିଁ ...ପ୍ରେମ ତ ମନରୁ ଆରମ୍ଭ ହୁଏ, ଆଉ ମନରେ ଶେଷ ।
#ArgusNews #Love #SpecialStory #LoveLife #Sambalpur #Odisha