ଆଜି ଅପରାହ୍ନ ରେ ବିଂଝାରପୁର ବ୍ଲକର ବିଭିନ୍ନ ସ୍ଥାନରେ ପ୍ରବଳ କୂଆପଥର ସାଙ୍ଗକୁ ବର୍ଷା ଦେଖିବାକୁ ମିଳିଛି । କୁଆ ପଥରର ମାତ୍ରା ଏତେ ହୋଇଛି ଯେ ରାସ୍ତା ଘାଟରେ କୂଆପଥର ସମ୍ପୂର୍ଣ୍ଣ ଘୋଡେଇ ହୋଇଛି । କୁଆ ପଥରର ପ୍ରଭାବ ବିଂଝାରପୁରରେ ସର୍ବାଧିକ ବୋଲି କୁହାଯାଉଛି
#ArgusNews #Jajpur #Binjharpur #HeavyRain #ThunderstormImpact #Odisha