#ମାଫିଆଙ୍କୁ_କିଏ_ଦେଉଛି_ସୁରକ୍ଷା ?
ଚିମିନିରୁ ବାହାରୁଛି ବିଷାକ୍ତ ଧୂଆଁ । ପୁରା ପରିବେଶ ହେଉଛି ପ୍ରଦୂଷିତ । ବିଷାକ୍ତ ଧୁଆଁ ଯୋଗୁଁ ବିଭିନ୍ନ ରୋଗରେ ପଡି ହନ୍ତସନ୍ତ ହେଉଛନ୍ତି ଲୋକେ । କିନ୍ତୁ ମାଫିଆଙ୍କ ସୁରକ୍ଷାରେ ଲାଗିଛି ଜିଲ୍ଲା ପ୍ରଶାସନ ।
#ArgusNews #Jajpur #Korei #IllegalBrickFactory #PublicIssue #Odisha