କେଭେ ସୁଧରିବା ରାସ୍ତା ଅବସ୍ଥା । ବଛର୍ ବଛର୍ ଧରିକିନା କଳାହାଣ୍ଡି ଜିଲ୍ଲା ଖଇରପଦର ଲୁକକୁଁ ଲାଗିଛେ ରାସ୍ତା ଦୁଃଖ୍ । ଆଏଜ୍, କାଲକେ କହି କହି ଠକି ଚାଲିଛେ ପ୍ରଶାସନ୍ । ଅବସ୍ଥା ଏତେ ଖରାପ୍ ଯେ 4 ଚକିଆ ତ ଦୂରର କଥା ରାସ୍ତାନେ ଦୁଇ ଚକିଆ ଯିବାର୍ ଭି ବନେ ମୁସକିଲ॥
#ArgusNews #RoadProblem #PublicIssue #Kalahandi #Dharmagada #Odisha