#ପାଣି_ବୁନ୍ଦାଏ_ପାଇଁ_ସଂଘର୍ଷ !
ପାଣି ପାଇଁ ଡହଳବିକଲ। ଜଙ୍ଗଲର ଝରାପାଣି ମେଣ୍ଟୁଛି ଶୋଷ । ବୁନ୍ଧାଏ ତୃଷା ପାଇଁ ନାଲା ସେ ପାରେ ସଂଘର୍ଷ କରୁଛନ୍ତି ମା ମାନେ । ହେଲେ ବସୁଧା ବଦଳରେ ୨୪ ବର୍ଷର ସରକାର ମା ମାନଙ୍କୁ ପାଣି ବୁନ୍ଦାଏ ବଦଳରେ ଦୁଃଖ ଦେଉଛି । ଏ ଚିତ୍ର ଦେଖିବା ଦୁର୍ଗମ ଥୁଆମୁଲରାମପୁର ରୁ
#ArgusNews #Kalahandi #Lajigarh #WaterProblem #DrinkingWater #Odisha