କମେଣ୍ଟମରାରୁ କାଙ୍ଗାରୁ କୋର୍ଟ
ରାଜଧାନୀରେ କାଙ୍ଗାରୁ କୋର୍ଟକୁ ନେଇ ଚାଞ୍ଚଲ୍ୟ। ମୋବାଇଲରୁ ମୋବାଇଲର ଭାଇରାଲ ହେଉଛି କାଙ୍ଗାରୁ କୋର୍ଟର ଭିଡିଓ। ବାପ ପୁଅଙ୍କ ସହ ପରିବାରର 5 ଜଣଙ୍କୁ ଅନ୍ ଦି ସ୍ପଟ୍ ପନିସମେଣ୍ଟ।
#ArgusNews #Kangaroocourt #incident #commenting #complaint #Khandagiri #Odisha