ଖରା ଦିନ ଆରମ୍ଭ ନ ହେଉଣୁ ଜଳକଷ୍ଟ ଭୋଗିଲେଣି ଲୋକେ !
ଗାଁ ନିକଟରେ ଥିବା ଚାଷ ଜମିରୁ ଗାତ ତାଡି ଜଳ ସଂଗ୍ରହ କରିବା ପରେ ସେହିଜଳରେ ମେଣ୍ଟୁଚି ଶୋଷ । ସବୁ ଜାଣି ଅଜଣା ହେଉଛି ପ୍ରଶାସନ । ତୁରନ୍ତ ସମସ୍ୟାର ସମାଧାନ କରିବାକୁ ହେଉଛି ଦାବି । ଏହି ଜଳକଷ୍ଟକୁ ନେଇ ଆମର ଆଜିର ରିପୋର୍ଟ
#ArgusNews #Keonjhar #Anandapur #DrinkingWater #WaterProblem #Odisha