#ଖଣ୍ଡଗିରିକୁ_ଆସିଛନ୍ତି_ମାତାଜୀ
ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ଖଣ୍ଡଗିରି ମାଘ ମେଳା। ବିଭିନ୍ନ ପ୍ରାନ୍ତରୁ ଆସିଛନ୍ତି ସାଧୁସନ୍ଥ। ଚଳିତ ବର୍ଷ ମାଘ ମେଳାର ମୂଖ୍ୟ ଆକର୍ଷଣ ସାଜିଛନ୍ତି ହୁଗୁଳିରୁ ସୁନନ୍ଦା ମାତା। ଶୁଣନ୍ତୁ କ'ଣ ରହିଛି ତାଙ୍କର ପ୍ରତିକ୍ରିୟା...।
#ArgusNews #khandagiri #MaghaMela #NagaBaba #Hugli #SunandaMata #Odisha