#ରିଲେ_ଅନଶନରେ_ସୁର_ରାଉତରାୟଙ୍କ_ପୁଅ_ମନ୍ମଥ !
ଜଟଣୀ ନାଗରିକ କମିଟି ତରଫରୁ ଛତିଶ ଗୋଟି ଗ୍ରାମର ସ୍ଥିତିବାନ ସମ୍ପତ୍ତିକୁ ନେଇ ପ୍ରତିବାଦରେ ଓ ବିନା ମୂଲ୍ୟରେ ପ୍ରଜା ମାନଙ୍କୁ ରାଜ୍ୟ ସରକାର ହସ୍ତାନ୍ତର କରିବା ପାଇଁ କ୍ୟାପଟେନ ମନ୍ମଥ ରାଉତରାୟ ରିଲେ ଅନଶନ ଓ ସତ୍ୟା ଗ୍ରହରେ ବସିଛନ୍ତି
#ArgusNews #Khordha #Jatani #ManmathRoutray #Strike #Odisha