#କିନ୍ନର_ପ୍ରେମରେ_ବେପାରୀ_ବାବୁ
ଲଭ୍ ସେକ୍ସ-ଧୋକା ଅଭିଯୋଗ ଆଣିଲେ କିନ୍ନର ଦେବଲିନା । ମଥାରେ ସିନ୍ଦୁର ଦେଇ କିନ୍ନରଙ୍କ ସହ ଶାରୀରିକ ସମ୍ପର୍କ । ମୋତେ ବୋହୁ କରି ନେଇଯା କହିବାରୁ ନିର୍ଦ୍ଧୁମ ପିଟିଲେ ବୟଫ୍ରେଣ୍ଡ ଶିବଶଙ୍କର । କିନ୍ନରଙ୍କୁ ଧୋକା ।
#ArgusNews #LoveSexDhoka #Kinner #kinnerLove #Policecase #Odisha