ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ପ୍ରତି ବର୍ଷ କୋଟି କୋଟି ଟଙ୍କାର ଯୋଜନା କରୁଛନ୍ତି ଓ ବ୍ୟୟବରାଦ କରୁଛନ୍ତି । କିନ୍ତୁ ବାସ୍ତବରେ ସେହି ଯୋଜନା ଗ୍ରାମବାସୀଙ୍କ ପାଖକୁ ପହଞ୍ଚି ପାରୁନାହିଁ ଯାହା ଫଳରେ ଉପାନ୍ତ ଅଞ୍ଚଳରେ ଗାଁ ଗୁଡିକ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । କୋରାପୁଟ ନାରାୟଣପାଟଣାରୁ ଦେଖିବା ଏହି ରିପୋର୍ଟ
#ArgusNews #Koraput #RoadProblem #OdishaGovt #Odisha