ଖରା ଦିନ ଆରମ୍ଭରୁ ପାଣି ପାଇଁ ଡହଳ ବିକଳ !
ବିଶୁଦ୍ଧ ପାଣି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ବି, ଉପାନ୍ତ ଅଞ୍ଚଳ ବାସୀ ପାଣି ପାଇଁ ସଂଘର୍ଷ କରୁଛନ୍ତି । ବର୍ଷ ତମାମ ସେମାନଙ୍କ ଭରସା ପାଲଟିଛି ଚୁଆ ପାଣି । ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତ ବାଟିଶିଲଗୁଡ଼ା ଗାଁ ଲୋକେ
#ArgusNews #Koraput #WaterProblem #DrinkingWater #Odisha