#ରାସ୍ତା_ଓଡିଶାର_କିନ୍ତୁ_ଆଧିପତ୍ୟ_ଆନ୍ଧ୍ରର
#ଓଡିଆ_ସ୍କୁଲରରେ_ତାଲା_ହେଲେ_ଆନ୍ଧ୍ର_ସ୍କୁଲରେ_ପିଲା
ବିବାଦୀୟ କୋଟିଆରେ ଆନ୍ଧ୍ରର ଦାଦାଗିରି । ଓଡିଶାର ମାଟି ଉପରେ ହକ ଜାହିର କରିବା ପରେ କ୍ରଶ ମିଶନ କରି ଲୋକଙ୍କ ଧର୍ମ ଓ ଭାଷା ପରିବର୍ତ୍ତନ ପାଇଁ ବଡ ଷଡଯନ୍ତ୍ର କରିଛି ଆନ୍ଧ୍ର । ସବୁ ଜାଣି ଓଡିଶା ସରକାର ଚୁପ ଥିବା ବେଳେ କୋଟିଆ ଗ୍ରାମପୁଞ୍ଜର ନେରଡି ବାଲସା ଓ ଆରଜୁ ବାଲସାରେ ସ୍ଥିତି ପରଖିଛି ଟିମ ଅର୍ଗସ ।
#BorderIssue #kotia #BorderDispute #OdishaGovt #AndhraPradesh #Odisha #ArgusNews