ଆଜି ଭଦ୍ରକ-ନୟାଗଡ଼ ମେମୁ ଟ୍ରେନର ଶୁଭାରମ୍ଭ । ଉଭୟ ଜିଲ୍ଲାର ଲୋକଙ୍କ ଆକାଂକ୍ଷା ହେଲା ପୂରଣ । ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବ ।
#ArgusNews #Bhadrak #Nayagarh #MEMUtrain #launch #DharmendraPradhan #AshwiniVaishnaw #Odisha