#ସାରେ_ପଠେଇଛନ୍ତି_ସଉଦା_ଆଣି
ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଗୁମାସ୍ତା ସାଜିଛନ୍ତି ବିଦ୍ୟାଳୟର ତ୍ରୁତୀୟ ଶ୍ରେଣୀ ଛାତ୍ର। ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥିବା କୁନି ବିଦ୍ୟାର୍ଥୀଙ୍କୁ ପ୍ରଧାନ ଶିକ୍ଷକ ପ୍ରତ୍ୟେକ ଦିନ ପାଠ ପଢା ସମୟରେ ମଧ୍ୟାନ୍ନ ଭୋଜନ ପାଇଁ ସଉଦା ଆଣିବାକୁ ପଠାଉଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ୍ ହେଉଛି।
#viralvideo #Balasore #littleboy #grocery #GovernmentSchool #Odisha #ArgusNews