#ପାର୍ବଣରେ_ଲୁଟେରା_ଚାଲେଞ୍ଜ
#ରାଜଧାନୀ_ମାର୍କେଟରେ_ମାତିଛନ୍ତି_ଲୁଟେରା
ଗହଳି ସମୟରେ ଲୁଟ୍ କମିସନରେଟ୍ ପୋଲିସ ପାଇଁ ବଢାଇଲା ଚିନ୍ତା । ଟାର୍ଗେଟରେ ଛାତ୍ରଛାତ୍ରୀ ଓ ରୋଗୀ । ଏପଟେ ୨ ମୋ ବସ୍ ଲୁଟେରାଙ୍କୁ ଗିରଫ କଲା ପୋଲିସ । ମୋ ବସର ଭିଡ଼ ଭିତରେ ବି ଲୁଟ କରିବାକୁ ପଛାଉ ନାହାନ୍ତି ଲୁଟେରା ।
#MoBus #Loot #students #Passenger #Bhubaneswar #CommissioneratePolice #Odisha #ArgusNews