ମା ଚର୍ଚ୍ଚିକାଙ୍କ ପୀଠରେ ଚାଲିଛି ମା'ଙ୍କ ଷୋଳ ଦିନାତ୍ମକ ପୂଜା ସନ୍ଧ୍ୟାରେ ମା'ଙ୍କୁ ଦର୍ଶନ କରିବା ପାଇଁ ଲାଗେ ଶ୍ରଦ୍ଧାଳୁଙ୍କ ଭିଡ଼ । ମା'ଙ୍କ ନିକଟରେ ସନ୍ଧ୍ୟା ସମୟରେ ସେବାୟତଙ୍କ ଦ୍ୱାରା ହେଉଥିବା ଚିତାକର୍ଷକ ଘଣ୍ଟ ବାଦ୍ୟ ଏବେ ସମସ୍ତ ଭକ୍ତଙ୍କୁ ନିଜ ଘଣ୍ଟୁଆଙ୍କ ଆଡକୁ ଆକର୍ଷିତ କରୁଛି ।
#MaaCharchika #banki #Ghanta #devotees #navaratri #Odisha #ArgusNews