ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ । ୧୭୪ତମ ଜନ୍ମ ଜୟନ୍ତୀ ପାଇଁ ଉତ୍ସବମୁଖର ଓଡିଶା । କିନ୍ତୁ ଏବେବି ଅଧୁରା ମଧୁବାବୁଙ୍କ ସ୍ବପ୍ନ । ଆଜି ପର୍ଯ୍ୟନ୍ତ ହୋଇ ପାରିନି ସ୍ବାଭିମାନ ଓଡ଼ିଶା ଗଠନ । ଏବେ ବି ରାଜ୍ୟରେ ଓଡ଼ିଆ ଭାଷା ନିଜର ଅସ୍ତିତ୍ବ ଖୋଜୁଛି । ଦେଖିବା ଏ ରିପୋର୍ଟ
#madusudandas #birthday #odialanguage #ArgusNews #Odisha