ମାଘ ପୁର୍ଣିମାରେ ଅଗ୍ନି ଜଳା ଦୃଶ୍ୟ । ଏହି ଅଗ୍ନିରେ ପୋଡି ପରିବା ଖାଇଲେ ଚର୍ମରୋଗ ଦୂର ହୁଏ । ଏହିଦିନ ଠାରୁ ଚାଳ ଛପର କାର୍ଯ୍ୟ ଆରମ୍ଭ ହୁଏ । ଅଗ୍ନିଙ୍କୁ ଘରକୁ ବିପଦରୁ ଉଦ୍ଧାର କରିବା ପାଇଁ ମନସ୍କାମନା କରଆଯାଇଥାଏ
#ArgusNews #Puri #maghapurnima #OdiaRituals #Odisha