ଜନ୍ମମୃତ୍ୟୁ ଜୀବନର ବାସ୍ତବତା। ମୃତ୍ୟୁ ଆଗରେ ଧନୀ ଗରିବ ସମସ୍ତେ ସମାନ। ଜନ୍ମ ନେଲେ ମୃତ୍ୟୁ ସୁନିଶ୍ଚିତ।
ଦେବତା ବି ମର୍ତ୍ତ୍ୟରେ ଜନ୍ମ ନେଲେ ମୃତ୍ୟୁ ମୁଖରେ ପଡ଼ନ୍ତି। ଏହି ଚିରନ୍ତନ ସତ୍ୟକୁ ନିଜର ଲୀଳା ମାଧ୍ୟମରେ ପ୍ରଚାର କରନ୍ତି ମହାପ୍ରଭୁ।
#MahaprabhunkaMahabarta #lifedeath #realityoflife #heaven #JayJagannath #odisha #ArgusNews