#ଦୁର୍ଗମରୁ_ଅନ୍ତର୍ଜାତୀୟ_କ୍ରୀଡ଼ାବିତ୍
ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରୁ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ । ଯାତ୍ରା ଯେତେ ସଫଳ ତା ଠାରୁ ବେଶ ସଂଘର୍ଷମୟ। ପୋଲିସରେ କାର୍ଯ୍ୟରତ ବାପାଙ୍କ ସ୍ଵଳ୍ପ ଦରମାକୁ ଦେଖି ଭାଙ୍ଗି ପଡ଼ିଥିବା ରାଜେଶ ଆଣିଛନ୍ତି ଗର୍ବ।
#ArgusNews #Malkangiri #internationalsportsperson #RajeshPujari #Odisha