#ଲୋଧାଙ୍କ_ନାଁରେ_ଲକ୍ଷାଧିକ_ଟଙ୍କା_ଚଳୁ
#ମନରେଗା_କାର୍ଯ୍ୟରେ_ମହାଦୁର୍ନୀତି
ଗରିବ ଆଦିବାସୀଙ୍କ ଟଙ୍କା ଖାଇଗଲେ। ମୟୂରଭଞ୍ଜ ଶୁଳିଆପଦା ବ୍ଳକ ଅନ୍ତର୍ଗତ ଊାଲଗଡିଆ ପଞ୍ଚାୟତର କାଙ୍କଣି ଗାଁରେ କାଜୁ ବଗିଚା ନାଁରେ ଟଙ୍କା ଉଠିଛି । ଏଥିପାଇଁ ଫଳକ ଲାଗିଛି ୧୮ଲକ୍ଷ ୬୭ହଜାର ୧୧୫ଟଙ୍କାର। କିନ୍ତୁ ଏପଟେ ପଡିଆ ପଡିଛି ଫାଙ୍କା ।
#ArgusNews #GovtYojana #manregayojana #kajutree #farming #moneyloot #Suliapada #Mayurbhanj #Kankani #Odisha