ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ୱାର୍ଡରେ ଟଙ୍କା ବାଣ୍ଟି ହଟହଟା ହେଲେ ବିଜେଡି କର୍ମୀ । ରଣକ୍ଷେତ୍ର ପାଲଟିଲା ୱାର୍ଡ ନମ୍ବର ୧୭ । ଟଙ୍କା ବାଣ୍ଟୁଥିବା ସମୟରେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକ ଅଟକାଇଥିଲେ ବିଜେଡି ୱାର୍ଡ କାଉନସିଲର ବୀଣାପାଣି ସାହୁଙ୍କ ସହ ଅନ୍ୟାନ୍ୟ ବିଜେଡି କର୍ମୀଙ୍କୁ ।
#Mayurbhanj #politicalViolance #BJD #Sudammarandi #moneydistribution #Odisha #ArgusNews