#ଅବାଧ_ବାଲି_ଲୁଟ_ଭାଙ୍ଗିଲା_ପୋଲ
#ପୋଲ_ତଳୁ_ବି_ଉଠାଇ_ନେଲେ_ବାଲି
#ବାଲି_ମାଫିଆଙ୍କ_ବେଆଇନ_ବାଲି_ଚାଲାଣ
ରାଜସ୍ବମନ୍ତ୍ରୀଙ୍କ ଜିଲ୍ଲାରେ ବେଧଡକ ବାଲି ଲୁଟ। ମାଫିଆ ଏଭଳି ମାତିଛନ୍ତି ଯେ, ଖଟୁଲି ଖାଇ ଦିଅଁ ଖାଇବାକୁ ବସିଲେଣି। ନିୟମ ଅନୁସାରେ ପୋଲ ତଳୁ ବାଲି ଉଠାଣ ଉପରେ କଟକଣା ଥିଲେ ବି ମାଫିଆମାନେ ପୋଲ ତଳୁ ଲୁଟି ନେଇଛନ୍ତି ବାଲି।
#Mayurbhanj #Rairangpur #SandScam #SandMafia #SandLoot #ArgusNews