ମୟୂରଭଞ୍ଜ ଉଦଳାରେ ନିଆରା ରାକ୍ଷୀ ପୂର୍ଣ୍ଣିମା ପାଳିତ। ଖଲାଡି ପଞ୍ଚାୟତର କୁକୁଡାଖାଇ ଗାଁରେ ଜଙ୍ଗଲରେ ଗଛକୁ ରାକ୍ଷୀ ବାନ୍ଧିଛନ୍ତି ସ୍ଥାନୀୟ ଲୋକେ। ଏହି ଅବସରରେ ଗୋ-ମାତାଙ୍କୁ ପୂଜା କରାଯାଇଛି।
#Mayurbhanj #Udala #Rakhicelebration #uniquerakhi #rakhipurnima #Odisha #ArgusNews