#ଧାନ_କିଣାରେ_ମହାସ୍କାମ
#କାପାସିଟି_ନଥିବା_ମିଲରଙ୍କୁ_ଧାନ_କିଣା_ଦାୟୀତ୍ଵ_ଦେଇଛନ୍ତି_ରାଜ୍ୟ_ସରକାର
ଜାଲି ମିଲର୍ ମାନଙ୍କୁ ଧାନ କିଣା ଅର୍ଡର ଦେଉଛି ଯୋଗାଣ ବିଭାଗ । ଧାନ କିଣା ବେଳେ ମିଲରଙ୍କ ମନମାନି ଉପରେ ଚାଷୀଙ୍କ ଅସନ୍ତୋଷ । ଦେଖନ୍ତୁ କଳାହାଣ୍ଡି ଜିଲ୍ଲାର ଦୃଶ୍ୟ । ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ । ହେଲେ ଚାଷୀ ଧାନ ଆଣିଥିବା ବସ୍ତା ଗୁଡିକର ଅବସ୍ଥା ଟିକେ ଦେଖନ୍ତୁ ।
#ArgusNews #milarsissue #mandiissue #RiceScam #OdishaGovt #kalahandi #Odisha