#ରାଜମିସ୍ତ୍ରୀରୁ_କୋଟିପତି
ଦିନ ଥିଲା ରାଜ ମିସ୍ତ୍ରୀ କାମ କରୁଥିଲେ, ଅନ୍ୟର ହାତ ଟେକା ଧନକୁ ଅପେକ୍ଷା କରୁଥିଲେ । ଏବେ କିନ୍ତୁ ସେ କୋଟିପତି । ୧ କୋଟିରୁ ଅଧିକ ଟଙ୍କାର ଏକ କାରଖାନାର ମାଲିକ । ୨ଠ ହଜାର ଟଙ୍କାରୁ ଆରମ୍ଭ କରିଥିବା ବ୍ୟବସାୟ ଏବେ ଏକ କୋଟି ଛୁଇଁପାରିଛି । ତାହା କେବଳ ସମ୍ଭବ ହୋଇଛି ତାଙ୍କ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ବଳରେ । ଆମେ କହୁଛୁ ଢେଙ୍କାନାଳ ଅଞ୍ଚଳର ସୁଶୀଲ ରାଉତଙ୍କ କଥା ।
#Cuttack #Athagarh #cement #workshops #Dhenkanal #susilrouth #Odisha #ArgusNews