#ଦକ୍ଷିଣ_ଓଡିଶାର_କିଏ_ସେହି_ମନ୍ତ୍ରୀ ?
#କାହାର_ସେକ୍ସ_ସ୍କାଣ୍ଡାଲକୁ_ନେଇ_ଚର୍ଚ୍ଚା ?
#କାହା_ନାଁରେ_ନିଜ_ଦଳର_ନେତ୍ରୀ_ଆଣିଛନ୍ତି_ଦୁଷ୍କର୍ମ_ଅଭିଯୋଗ
ରାଜ୍ୟର ଜଣେ ରାଷ୍ଟ୍ର ମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡାଲକୁ ନେଇ ପାଓ୍ବାର କରିଡରରେ ହଇଚଇ । ବଦନାମ ସରକାର । ବଦନାମ ବିଜେଡି । ମହିଳା ସମ୍ମାନ ଓ ସ୍ବାଭିମାନକୁ ନେଇ ବଡ ପ୍ରଶ୍ନ ।
#ArgusNews #BJD #BJP #minister #Alligation #Controvercy #OdishaGovt #Odisha