#କାଦୁଅ_ପଚପଚ୍_ରାସ୍ତା
#ସାମାନ୍ୟ_ଅସାବଧାନତାରେ_ଖସିଯିବାର_ଭୟ
ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗହ୍ମାରିଆ ଗାଁର ଦୃଶ୍ୟ। ଗାଁର ଏହି କାଦୁଅ ସର୍ ସର୍ ରାସ୍ତାକୁ ଦେଖନ୍ତୁ। ପ୍ରତିଦିନ ଏହି ରାସ୍ତା ଦେଇ ଶତାଧିକ ଲୋକ ଯାଆସ କରନ୍ତି। ଏହି ରାସ୍ତାଟି ପ୍ରାୟ ୩/୪ ଗାଁକୁ ସଂଯୋଗ କରିଥାଏ। ମାତ୍ର ରାସ୍ତାର ଅବସ୍ଥା ଦେଖନ୍ତୁ।
#Mayurbhanj #RoadProblem #Odisha #ArgusNews