#ମନ୍ତ୍ରୀ_ନବ_ଦାସଙ୍କ_ହତ୍ୟା_ପଛର_କାରଣ_କଣ ?
#କାହିଁକି_ସିବିଆଇ_ତଦନ୍ତ_ନେଇ_ରାଜ୍ୟ_ସରକାରଙ୍କ_ପଛଘୁଞ୍ଚା
ଗାନ୍ଧି ଛକ ଯେଉଁଠି ଗୋପାଳ ନବ ଦାସଙ୍କ ଉପରକୁ ଫାୟାରିଂ କରିଥିଲେ, ବୁଧବାର ସେଠି ହୋଇଥିଲା ସିନ୍ ରିକ୍ରିଏସନ୍। କେମିତି ଗୁଳି ମାରିଲେ କ୍ରାଇମବ୍ରାଞ୍ଚ ଆଗରେ ଦେଖାଇଥିଲେ ଗୋପାଳ। ଗୋପାଳଙ୍କୁ 4 ଦିନିଆ ରିମାଣ୍ଡରେ ନେଇଛି ତଦନ୍ତକାରୀ ସଂସ୍ଥା।
#ArgusNews #NabaDas #DeathIssue #GopalDas #CrimeBranch #Jharsuguda #Odisha