#ଶହ_ଶହ_କୋଟିର_ନବଙ୍କ_ସାମ୍ରାଜ୍ୟ_ହାତେଇବା_ପାଇଁ_ହତ୍ୟା_କି ?
#ବିରୋଧୀଙ୍କ_ଅଭିଯୋଗ_ହତ୍ୟା_ପଛରେ_ପଶ୍ଚିମ_ଓଡ଼ିଶା_ନେତା
ଭଟ୍ଟଲି ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଆଡକୁ ବିରୋଧୀଙ୍କ ଇଙ୍ଗିତ କି ? । ଗୋପାଳ ଉପରେ ଫୋକସ କରି ଷଡଯନ୍ତ୍ର ଉପରେ ପରଦା ଢାଙ୍କୁଛି କି କ୍ରାଇମବ୍ରାଞ୍ଚ ?
#ArgusNews #NabaDas #DeathCase #investigation #BJD #conspiracy #OdishaGovt #Odisha