ଗୃହ ମୁଲତବୀ ନେଇ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା
ଗତ କାଲି ଷ୍ଟାପ ସିଲେକ୍ସନ ଦୁର୍ନୀତି ନେଇ ମୁଲତବୀ ପ୍ରସ୍ତାବ ଦିଆ ଯାଇଥିଲା । ସେଥିରେ ସହମତି ପ୍ରକାଶ କରିଥିଲୁ । କଲି ଗୃହରେ ହଟ୍ଟଗୋଳ ପାଇଁ ଆଲୋଚନା ହୋଇପାରିଲା ନାହିଁ । ନିୟମ ଅନୁସାରେ ଆଜି ଆଲୋଚନା ହେବା କଥା କିନ୍ତୁ ବିଜେପି ଆଜି ମୁଲତବୀ ପ୍ରସ୍ତାବ ବଦଳେଇ ଦେଇଛି
#Assembly #Adjourned #Congress #narasinghMishra #Odisha #ArgusNews