#କୁନି_ଝିଅକୁ_ଅନ୍ଧ_କରିଦେଲେ_ଡାକ୍ତର
#ଆଖି_ଡ୍ରପ_ବଦଳରେ_ପକାଇଦେଲେ_କାନ_ଡ୍ରପ
ନୟାଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ଆଖି ହରାଇଥିଲା ଦଶପଲ୍ଲାର କୁନିଝିଅ ରିଙ୍କି l ହେଲେ,2019 ମସିହାରେ ସାରା ରାଜ୍ୟରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଘଟଣାର ଚାରି ବର୍ଷ ପରେବି ରିଙ୍କିକୁ ଏଯାଏଁ ମିଳିପାରିଲାନି ନ୍ୟାୟ l
#ArgusNews #Nayagarh #JusticeForRinki #LittliGirl #wrongtreatment #Blind #Odisha