#କଟକ_ଜିଲ୍ଲା_ପ୍ରଶାସନକୁ_ଏନଜିଟି_ଝଟକା
#ଅସ୍ଥାୟୀ_ନିର୍ମାଣ_ଉପରେ_ଏନଜିଟିର_ରୋକ୍
କଟକ ମହାନଦୀ ପଠା ପୋତାଯିବା ପ୍ରସଙ୍ଗରେ NGTର ଗୁରୁତ୍ବପୂଣ୍ଣ ରାୟ। ଅସ୍ଥାୟୀ ନିର୍ମାଣ ଉପରେ ଏନଜିଟି ରୋକ୍ ଲଗାଇବା ପରେ କେବଳ ବାଲିଯାତ୍ରା ନୁହେଁ 426 ଏକର ଜମିରେ ହେବାକୁ ଥିବା ବର୍ଫି ପ୍ରକଳ୍ପକୁ ଲାଗିଛି ଝଟକା
#NGT #MahanadiRiver #Cuttack #Odisha #ArgusNews