ଅଭିଶପ୍ତ ଜୀବନ କାଟୁଛନ୍ତି ଆଦିବାସୀ !
ବ୍ଲକକୁ ଆସୁଛନ୍ତି ଜଣେ ପରେ ଜଣେ ବିଡିଓ, ହେଲେ ଦୁର୍ଗମ ଇଲାକାରେ ସମସ୍ୟା ଯେମିତି କି ସେମିତି । ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭିଶପ୍ତ ଜୀବନ କାଟୁଛନ୍ତି ଆଦିବାସୀ । ଗାଁକୁ ସରକାରୀ ଯୋଜନା ପହଞ୍ଚୁ ନ ଥିବାରୁ କିଛି ପରିବାର ଗାଁ ଛାଡି ଛତିଶଗଡକୁ ପଳାଉଛନ୍ତି । ରାସ୍ତା,ବିଦ୍ୟୁତ,ଶିକ୍ଷା,ବସୁଧା ଯୋଜନା ଭଳି ବିଭିନ୍ନ ଯୋଜନା ବଞ୍ଚିତ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସୀମାନ୍ତ ଦୁର୍ଗମ ଗୋଲାବେଡ଼ା ଗାଁ । ସିନାପାଲିରୁ ଦେଖିବା ଏହି ରିପୋର୍ଟ
#ArgusNews #Nuapada #Sinapali #Underdevelopment #Odisha