ହକ୍-ଅଧିକାର ପାଇଁ ରାଜଧାନୀରେ ହଲ୍ଲାବୋଲ୍ !
ଲୋୟର ପିଏମଜିରେ ଗର୍ଜିଲା ଆଉଟସୋର୍ସିଂ ମହାସଂଘ । ଦାବି ପୂରଣ ପାଇଁ ଧାରଣାରେ ବସିଲେ ହଜାର ହଜାର କର୍ମଚାରୀ । ସରକାରଙ୍କ ପ୍ରତିଶ୍ରୁତି-ପ୍ରତାରଣାର ଦେଲେ ହିସାବ
#ArgusNews #OdishaOutsourcing #Protest #OdishaGovt #Odisha