#ବଢିଲା_ତାପମାତ୍ରା_କମିଲା_ଶୀତ
#ରାଜ୍ୟରେ_ଘନ_କୁହୁଡ଼ିର_ପ୍ରଭାବ
ଓଡିଶାରେ ପ୍ରବେଶ କରୁଛି ସାମୁଦ୍ରିକ ଉଷ୍ଣ ବାୟୁ। ପ୍ରଭାବରେ ରାଜ୍ୟରେ ରାତ୍ରିକାଳୀନ ତାପମାତ୍ରା ବୃଦ୍ଧି ପାଇଥିବା ଶୀତରୁ ସାମାନ୍ୟ ଆଶ୍ଵସ୍ତି ପାଇଛନ୍ତି ରାଜ୍ୟବାସୀ। ଟ୍ଵିନ୍ ସିଟି କଟକ ଭୁବନେଶ୍ବରରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ସ୍ଵଭାବିକ ଠାରୁ ୬ରୁ ୭ଡିଗ୍ରୀ ଅଧିକ ରେକର୍ଡ କରାଯାଇଛି।
#ArgusNews #Odisha #WeatherUpdate #winter #LowTemperature #twincity