#ବିଧାନସଭା_ଆରମ୍ଭ_ପୂର୍ବରୁ_ବିରୋଧୀଙ୍କ_ରଣହୁଙ୍କାର
#ଲମ୍ବା_ପ୍ରସଙ୍ଗ_ଧରି_ସରକାରଙ୍କୁ_ଘେରିବାକୁ_ପ୍ରସ୍ତୁତି
ରାତି ପାହିଲେ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳିନ ଅଧିବେଶନ । କୋଭିଡର ଭୟାବହତା ସମ୍ପୂର୍ଣ୍ଣ ଭାବେ କମିଥିବାରୁ ଚଳିତ ଥର ବିନା କଟକଣା ଭିତରେ ଚାଲିବ ଗୃହ କାର୍ଯ୍ୟ । ତେବେ ଗୃହ ମଧ୍ୟରେ ସରକାରଙ୍କୁ ଘେରିବାକୁ ସ୍ବତନ୍ତ୍ର ଷ୍ଟ୍ରେଟେଜି ପ୍ରସ୍ତୁତ କରିଛନ୍ତି ବିରୋଧୀ
#ArgusNews #Assembly #OdishaGovt #Bhubaneswar #Odisha