#ମା_ଛେଉଣ୍ଡକୁ_ମାଇଁ_ସାହା !
ଦୁନିଆ କଣ ଜାଣିବା ଆଗରୁ ୬ ମାସର ଝିଅ ପ୍ରାପ୍ତି ହରାଇଥିଲା ନିଜ କ୍ୟାନସର ପୀଡିତା ମା'ଙ୍କୁ । ପ୍ରାପ୍ତି ମା ଛେଉଣ୍ଡ ହେବା ପରେ ତାକୁ ପଣତ କାନିରେ ଘୋଡେଇ ରଖିଛନ୍ତି ତାଙ୍କ ମାଇଁ । ଏଭଳି ଏକ ସ୍ବାଗତ ଯୋଗ୍ୟ ଘଟଣା ଦେଖିବାକୁ ମିଳିଛି ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତ ବରାଡିଆ ଗ୍ରାମରେ
#Kendrapara #Rajnagar #Adoption #Orphan #Mother #Odisha #ArgusNews