#ବିବାଦରେ_ପଦ୍ମପୁର_ଝିଅ_ବନାମ_କଣାସ_ବୋହୂ
#କଣାସ_ବୋହୂ_ବନାମ_ମାଟିର_ପୁଅ_ବିବାଦ_ଗାଁ_ଗାଁରେ_ବିତର୍କିତ
ପଦ୍ମପୁର ଝିଅ ବନାମ କଣାସ ବୋହୂ । ବିଜେଡିର ପ୍ରାର୍ଥୀ ବର୍ଷା ସିଂ ବରିହା ନା ବର୍ଷା ବଳିୟାରସିଂ। ସାମାଜିକ ଗଣମାଧ୍ୟମରେ ବିତର୍କ। ପ୍ରଦୀପ ପୁରୋହିତ କହିଲେ, ଗାଁରେ ଜନ୍ମ ଗାଁରେ ହିଁ ମରିବି।
#ArgusNews #padampur #padampurbypoll #padampurbyelection #BJD #barshasinghbariha #BJP #PradipPurohit #Odisha