ରାସ୍ତା ନାହିଁ ତ ଭୋଟ ନାହିଁ। ରାସ୍ତା କର ଭୋଟ ନିଅ, ଏଭଳି ପୋଷ୍ଟର ଲଗାଇ ପଦମ୍ପୁର ନିର୍ବାଚନ ମଣ୍ଡଳୀର ଜମଲା ପଂଚାୟତ ଅନ୍ତର୍ଗତ ଡୁଙ୍ଗିରିପାଲିର ବାବା ମଠ ପଡାରେ ଲୋକେ ଭୋଟ୍ ବର୍ଜନ କରିଛନ୍ତି.....।
#ArgusNews #PadampurByPoll #NoVote #protest #RoadProblem #Odisha