#ରାଜ୍ୟରେ_ନୂତନ_ଜିଲ୍ଲା_ଭାବେ_ଘୋଷଣା_ନେଇ_କୌଣସି_ପ୍ରସ୍ତାବ_ନାହିଁ
ବିଧାନସଭାରେ ଆଜିର ଉତ୍ତରରେ, ନୂଆ ଜିଲ୍ଲା ଗଠନ ନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ବିଚାରଧୀନ ନାହିଁ ବୋଲି ବିଜେଡ଼ି ବିଧାୟକ ରାଜକିଶୋର ଦାସଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ରାଜସ୍ଵ ମନ୍ତ୍ରୀ ସୂଚନା ଦେଇଛନ୍ତି...।
#ArgusNews #padampur #newdistrict #Assembly #OdishaGovt #RevenueMinister #Odisha