ଓଡ଼ିଆଙ୍କ ମନ ପଖାଳ କଂସାରେ,ପଖାଳ ଓଡ଼ିଆଙ୍କ ଜୀବନ କହିଲେ ଭୁଲ ହେବ ନାହିଁ। କେବଳ ଓଡ଼ିଆ କାହିଁକି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ମଧ୍ୟ ପ୍ରିୟ ସେହି ପଖାଳ କଂଶା ରେ। ଗରିବ କି ଧନୀ, କି ମଧ୍ୟବିତ୍ତ ସଭିଏଁ ଖାଆନ୍ତି ପଖାଳ।
#ArgusNews #PakhalaDivas #Celebration #OdiaTradition #OdiaCulture #Balasore #Odisha