୮ ଦଫା ଦାବି ନେଇ ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ଧାରଣା ସ୍ଥଳରେ ଓଡିଶା ଗ୍ରାମପଂଚାୟତ କର୍ମଚାରୀ ସଙ୍ଘର ସଦସ୍ୟ । ବାରମ୍ବାର ବିଭିନ୍ନ ମହଲରେ ଯାଇ ସେମାନଙ୍କ ଦାବି ଉପସ୍ଥାପନ କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ ।
#ArgusNews #Panchayatworkers #strike #lowerPGM #Bhubaneswar #Odisha