ଦିନକ ପରେ + ୨ ପରୀକ୍ଷା !
କିନ୍ତୁ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ଅଧ୍ୟାପକ। ରାଜ୍ୟର ୬୬୨ ବର୍ଗ କଲେଜ ସଙ୍ଘର ଆଜି ଲୋୟର ପିଏମ୍ଜିରେ ଜୋରଦାର ଆନ୍ଦୋଲନ କରୁଛନ୍ତି। ପରୀକ୍ଷା ବର୍ଜନ ପାଇଁ ଚେତାବନୀ
#ArgusNews #plustwoexam #TeacherStrike #Odisha